Ollywood News: ଆଇଟମ କୁଇନ ଅଙ୍କିତା ଭୌମିକଙ୍କ ଜନ୍ମଦିନ

Jan 15, 2024, 01:43 PM IST

Soubhagya Mishra

ଜାନୁଆରୀ ୧୫ରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ଅଙ୍କିତା ଭୌମିକ

ଅଙ୍କିତାଙ୍କୁ ଜୀ ଓଡ଼ିଶା ନ୍ୟୁଜ ପକ୍ଷରୁ ଜନ୍ମଦିନର ଶୁଭ କାମନା

ଓଡ଼ିଶା ସଂଗୀତ ଜଗତରେ ବେଶ୍ ପରିଚିତ ହୋଇପାରିଛନ୍ତି ଅଙ୍କିତା

ଅଙ୍କିତାଙ୍କ ନୃତ୍ୟକୁ ଖୁବ ପସନ୍ଦ କରନ୍ତି ଦର୍ଶକ

ଅନେକ ମ୍ୟୁଜିକ ଭିଡିଓ ଏବଂ ସିନେମାରେ ନୃତ୍ୟ ପରିବେଷଣ କରିଛନ୍ତି

ବିଶେଷ କରି ଲୁବୁନ-ଟୁବନଙ୍କ ସହ ଅନେକ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି

'ଏ ଫୁଲ କହ ଥରେ' ଗୀତଟି ୨୨ ମିଲିୟନ ଭିୟୁଜ ସହ ଏକ ନୂଆ ସଫଳତା ଦେଇଛି ଅଙ୍କିତାଙ୍କୁ

ଅନ୍ୟ ଏକ ଗୀତ 'ମାମୁନି ଥେଇ ଥେଇ ଥେଇ' ଗୀତଟି ମଧ୍ୟ ଦର୍ଶକଙ୍କର ପସନ୍ଦ ହୋଇପାରିଛି

ହ୍ୟୁମାନ ସାଗର ଗାଇଥିବା 'ଅଳସୀ କନ୍ୟାରେ ମଧ୍ୟ ଖୁବ ସୁନ୍ଦର ନୃତ୍ୟ କରିଥିଲେ ଅଙ୍କିତା

ଲୁବୁନ ଟୁବୁନଙ୍କ ସହିତ 'ଚାଇନା କଣ୍ଢେଇ' ଗୀତରେ ଧମାଲ ନୃତ୍ୟ କରିଥିଲେ ଅଙ୍କିତା