୨୦୨୪ ରେ ରିଲିଜ ହେବ ଏହିସବୁ ବଡ଼ ବଜେଟ୍ ଫିଲ୍ମ

Feb 26, 2024, 02:57 PM IST

Rashmita Sahoo

ଜୁନ୍ ୧୪ ରେ ରିଲିଜ ହେବାକୁ ଯାଉଛି ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ 'ଚନ୍ଦୁ ଚାମ୍ପିୟନ' 

ସେହିପରି ବଡେ ମିୟାଁ, ଛୋଟେ ମିୟାଁ ମଧ୍ୟ ରିଲିଜ ହେବାକୁ ଯାଉଛି, ଏହି ଫିଲ୍ମରେ ଅଭିନୟ କରିଛନ୍ତି ଟାଇଗର ସ୍ରଫ ଓ ଅକ୍ଷୟ କୁମାର 

ଅଭିନେତା ସୁରିୟାଙ୍କ ଅଭିନୀତ କଙ୍ଗୁଭା ମଧ୍ୟ ୨୦୨୪ ରେ ରିଲିଜ ହେବାକୁ ଯାଉଛି 

ଋଷଭ ସେଟ୍ଟୀଙ୍କ ଅଭିନୀତ ଫିଲ୍ମ କନ୍ତାରା ଚାପ୍ଟର ୱାନ ମଧ୍ୟ ପ୍ରସ୍ତୁତ ଅଛି ରିଲିଜ ହେବାକୁ ଯାଉଛି

ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍' ଅଗଷ୍ଟ ୧୫ ରେ ରିଲିଜ ହେବାକୁ ଯାଉଛି 

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଙ୍କ ଫିଲ୍ମ ପୁଷ୍ପା-2 ମଧ୍ୟ ୨୦୨୪ ଅଗଷ୍ଟ ୧୫ ରେ ରିଲିଜ ହେବାକୁ ଯାଉଛି 

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ସ୍କାଏ ଫୋର୍ସ ଚଳିତ ବର୍ଷ ଅକ୍ଟୋବର ୨ ରେ ରିଲିଜ ହେବାକୁ ଯାଉଛି 

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ୟୋଦ୍ଧା ଫିଲ୍ମ ମାର୍ଚ୍ଚ ୧୫ ରେ ରିଲିଜ ହେବାକୁ ଯାଉଛି

ସେହିପରି ତେଲୁଗୁ ସୁପରଷ୍ଟାର ଜୁନିୟର NTR ଙ୍କ ଫିଲ୍ମ ଦେବରା ଅକ୍ଟୋବର ୧୦ ରେ ରିଲିଜ ହେବାକୁ ଯାଉଛି 

ମାର୍ଚ୍ଚ ୧ ରେ ରିଲିଜ ହେବାକୁ ଯାଉଛି ଅପରେସନ ଭାଲେଣ୍ଟାଇନ