ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
election 2024
ସୋମବାର ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ, ରାଜନାଥ-ରାହୁଲଙ୍କ ସହ ଏମାନଙ୍କ ଭାଗ୍ୟ...
Election 2024: ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅତ୍ୟଧିକ ଗରମ ଓ ହିଟ୍ ୱେବ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
May 19,2024, 22:54 PM IST
top 10 news today
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପରେ ନିଖୋଜ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 19th May 2024: ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ରବିବାର ଦିନ (ମେ ୧୯) ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 19,2024, 22:04 PM IST
SRH vs PBKS
ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ଖେଳିଲେ ବିସ୍ଫୋରକ ଇନିଂସ, ଭାଙ୍ଗିଲେ ଛକାର ରେକର୍ଡ
Abhishek Sharma: ଅଭିଷେକ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ହାଇଦ୍ରାବାଦ ପାଇଁ ବ୍ୟାଟିଂ କରିବାକୁ ଯାଇ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିଛନ୍ତି।
May 19,2024, 20:29 PM IST
Rohit Sharma
ଷ୍ଟାର ସ୍ପୋର୍ଟସ ଉପରେ କାହିଁକି କ୍ରୋଧିତ ହେଲେ ରୋହିତ୍ ଶର୍ମା? X ରେ ପୋଷ୍ଟ କରି ବଖାଣିଲେ ନିଜ ମନ
Rohit Sharma criticizes Star Sports: ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଆଇପିଏଲ୍-୨୦୨୪ ର ଶେଷ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ରୋହିତଙ୍କ ବ୍ୟାଟିଂ ପ୍ରଭାବଶାଳୀ ଥିଲା କିନ୍ତୁ ମୁମ୍ବାଇକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରୁ ରୋହିତଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ନେଇ ରୋହିତ ଆଇପିଏଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ବିରୋଧରେ X ରେ ଏକ ପୋଷ୍ଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି।
May 19,2024, 17:57 PM IST
Monsoon Update
ଗରମରୁ ମିଳିବାକୁ ଯାଉଛି ମୁକ୍ତି, ପାଣିପାଗ ବିଭାଗ ଦେଲା ଭଲ ଖବର; ଏଠାରେ ପହଞ୍ଚି ସାରିଛି ମୌସୁମୀ
Monsoon Update: ଭାରତର କୃଷି ପାଇଁ ମୌସୁମୀ ଗୁରୁତ୍ୱପୂର୍ଣ୍ଣ। ପୂରା ଚାଷ କ୍ଷେତ୍ରର ୫୨ ପ୍ରତିଶତ ଏହା ଉପରେ ନିର୍ଭର କରେ। ସମଗ୍ର ଦେଶରେ ଶକ୍ତି ଉତ୍ପାଦନ ବ୍ୟତୀତ ପାନୀୟ ଜଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଜଳଶୟ ଗୁଡିକ ପୂର୍ଣ୍ଣ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
May 19,2024, 15:38 PM IST
Gopichand Thotakura
କିଏ ଏହି ଭାରତୀୟ ପାଇଲଟ୍ ଗୋପୀଚାନ୍ଦ? ଆଜି ମହାକାଶକୁ ଉଡ଼ାଣ ଭରି ରଚିବେ ଇତିହାସ
Gopichand Thotakura: ଭାରତୀୟ ମୂଳ ପାଇଲଟ୍ ଗୋପୀଚାନ୍ଦ ଥୋଟାକୁରା ୧୯ ମଇରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ବ୍ଲୁ ଅରିଜିନ୍ ର ବାଣିଜ୍ୟିକ ସ୍ପେସ୍ ଫ୍ଲାଇଟର ଏକ ଅଂଶ, ଯାହା ଆଜି ସନ୍ଧ୍ୟାରେ ଉଡ଼ାଣ ଭରିବ।
May 19,2024, 14:38 PM IST
Noel Robinson Video
ରିଲ୍ ତିଆରିରେ କରିବା ବ୍ୟସ୍ତ ଥିଲା ପୋଲିସ୍, ପିଠି ପଛରେ ନିୟମ ଭାଙ୍ଗୁଥିଲେ ଲୋକେ; ଭିଡିଓ ଭାଇରାଲ
Amol Kamble and Noel Robinson Video: ଏହି ଭାଇରାଲ ଭିଡିଓରେ ମୁମ୍ବାଇ ପୋଲିସର ଜୱାନ ଆମୋଲ କାମ୍ବଲେ ଓ ପ୍ରସିଦ୍ଧ ଟିକଟୋକ ଷ୍ଟାର ନୋଏଲ ରବିନ୍ସନ୍ ରାସ୍ତାରେ ନାଚୁଥିବାର ନଜର ଆସିଛନ୍ତି। ଉଭୟଙ୍କ ନୃତ୍ୟ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏହା ଉପରେ ମଜାଳିଆ କମେଣ୍ଟ ଦେଉଛନ୍ତି। ଦେଖନ୍ତୁ ଏହି ଭିଡିଓ-
May 18,2024, 22:39 PM IST
Ghost
ଭୂତମାନେ ଦର୍ପଣରେ କିପରି ଦେଖାଯାନ୍ତି? ଚିତ୍ର ମାଧ୍ୟମରେ କହିଲା AI
Ghost: ବଲିଉଡ ଚଳଚ୍ଚିତ୍ର ହେଉ କିମ୍ବା ହଲିଉଡ, ଯେତେବେଳେ ବି ଭୂତମାନଙ୍କ କଥା ଆସେ, ଦର୍ପଣ ବିଷୟରେ ନିଶ୍ଚିତ ଭାବରେ ଉଲ୍ଲେଖ କରାଯାଇଥାଏ। ବାସ୍ତବରେ, ଲୋକମାନେ ବିଶ୍ୱାସ କରନ୍ତି ଯେ ଭୂତମାନେ ଦର୍ପଣରେ ପ୍ରକୃତ ରୂପରେ ଦୃଶ୍ୟମାନ ହୁଅନ୍ତି।
May 18,2024, 21:09 PM IST
RCB vs CSK 2024
ହାରିବା ପରେ ମଧ୍ୟ ପ୍ଲେ ଅଫରେ ପହଞ୍ଚିଯିବ CSK, ଜିତିବା ପରେ ମଧ୍ୟ ବାଦ ପଡିବ RCB, ଜାଣନ୍ତୁ ସମୀକର
RCB vs CSK 2024: ଆଇପିଏଲରେ ଆଜି ଯେତେବେଳେ CSK ଓ RCB ଦଳ ପରସ୍ପରକୁ ମୁହାଁମୁହିଁ ହେବେ, ସେତେବେଳେ ରୋମାଞ୍ଚ ଶିଖରରେ ରହିବ। ଏହା ସମ୍ଭବ ଯେ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ହାରିବା ପରେ ମଧ୍ୟ ଆଗକୁ ଯାଇପାରିବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ଜିତିବା ପରେ ମଧ୍ୟ ପଛରେ ରହିଯିବ।
May 18,2024, 16:09 PM IST
Hardik Pandya Banned
ହାର୍ଦ୍ଦିକ୍ ପାଣ୍ଡ୍ୟା ଉପରେ ବ୍ୟାନ୍ ଲଗାଇଲା BCCI, ସିଜିନର ଶେଷ ମ୍ୟାଚରେ କରି ଦେଇଥିଲେ ଏହି ଭୁଲ୍
Hardik Pandya : ବିସିସିଆଇ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳ ଚଳିତ ସିଜନରେ ଦଶମ ସ୍ଥାନ ହାସଲ କରିଛି ଓ ୧୪ ଟି ମ୍ୟାଚ୍ ମଧ୍ୟରୁ ୧୦ ଟିରେ ପରାଜୟର ସାମ୍ନା କରିଛି।
May 18,2024, 15:28 PM IST
Pat Cummins
ହାଇଦ୍ରାବାଦରେ ସ୍କୁଲ ପିଲାମାନଙ୍କ ସହିତ ଷ୍ଟ୍ରିଟ୍ କ୍ରିକେଟ୍ ଖେଳିଲେ ପ୍ୟାଟ୍ କମିନ୍ସ ଦେଖନ୍ତୁ...
Pat Cummins plays cricket with school kids: ଆଇପିଏଲ୍ ୨୦୨୪ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ତୃତୀୟ ଦଳ ହୋଇପାରିଛି। ଏହି ସମୟରେ SRH ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଏକ ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ହେଉଛି। ଭିଡିଓରେ କମିନ୍ସ ହାଇଦ୍ରାବାଦରେ ସ୍କୁଲ ପିଲାମାନଙ୍କ ସହ ଷ୍ଟ୍ରିଟ୍ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡିଓ
May 17,2024, 23:00 PM IST
gautam gambhir
ଗୌତମ ଗମ୍ଭୀର ହେବେ ଭାରତର ନୂତନ ହେଡ୍ କୋଚ୍? ସାମ୍ନାକୁ ଆସିଲା ବଡ଼ ଖବର
Team India New Head Coach: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କରିବାକୁ ବିସିସିଆଇ ବିଚାର କରୁଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ୨୦୨୪ ପରେ ଶେଷ ହେଉଛି।
May 17,2024, 22:28 PM IST
ବିଜେପିରୁ ବହିଷ୍କୃତ ହେଲା ବିଜୟ ମହାପାତ୍ର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 17th May 2024: ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 17,2024, 22:08 PM IST
AIR INDIA
ଦିଲ୍ଲୀରୁ ବାଙ୍ଗାଲୋର ଯାଉଥିବା ବିମାନରେ ଅଗ୍ନିକାଣ୍ଡ, ଏୟାରପୋର୍ଟରେ ଜରୁରୀକାଳୀନ ପରିସ୍ଥିତି
Fire in Air India flight: ଶୁକ୍ରବାର ଦିନ ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବିମାନର ନିଆଁ ଲାଗିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା ବିମାନର ଏସି ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା।
May 17,2024, 20:26 PM IST
Virat Kohli
ଆମେ ଶୀଘ୍ର ପାକିସ୍ତାନ ଆସିବୁ...ଏହା କାହାକୁ କହିଲେ ବିରାଟ କୋହଲି? ଭିଡିଓ ଭାଇରାଲ
Virat Kohli and Mountaineer Shehroze Kashif Video Call: ପାକିସ୍ତାନୀ ପର୍ବତାରୋହୀ ଶେହରୋଜ କାଶିଫଙ୍କ ସହ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
May 17,2024, 16:03 PM IST
RCB v CSK
ବେଙ୍ଗାଲୁରୁ ପାଇଁ ରହିଛି ଅରେଞ୍ଜ ଆଲର୍ଟ, RCB vs CSK ମ୍ୟାଚ୍ ବାତିଲ ହେଲେ କ’ଣ ହେବ?
CSK Vs RCB Weather: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ସମୟରେ ବର୍ଷା ହେବାର ପ୍ରବଳ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଜାଣିବାକୁ ବହୁତ ଆଗ୍ରହୀ ଯେ ଯଦି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଏ, ତେବେ କେଉଁ ଦଳ ପ୍ଲେ ଅଫ୍ ପାଇଁ ଟିକେଟ୍ ପାଇବେ।
May 17,2024, 15:02 PM IST
covaxin side effects
କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସୁରକ୍ଷିତ ନୁହଁନ୍ତି, ୩୦% ଲୋକ ଏହି ରୋଗରେ ପୀଡିତ
Covaxin Side Effects: ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ ଗବେଷଣା ପାଇଁ ମନୋନୀତ ୯୨୬ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶରେ ଉପର ଶ୍ୱାସକ୍ରିୟାରେ ଭାଇରାଲ୍ ସଂକ୍ରମଣ ସବୁଠାରୁ ସାଧାରଣ ଥିଲା ଓ ଏହା ମୁଖ୍ୟ ଅଭିଯୋଗ ଅଟେ।
May 16,2024, 20:17 PM IST
Kozhikode Medical
ହେ ଭଗବାନ! ଆଙ୍ଗୁଠିର ଅପରେସନ୍ କରିବାର ଥିଲା, ଜିଭରେ କରିଦେଲେ ଡାକ୍ତର
Kozhikode Medical: ଝିଅଟିର ପରିବାର ସଦସ୍ୟଙ୍କ କହିବାନୁସାରେ, ତାଙ୍କ ହାତରେ ଛଅଟି ଆଙ୍ଗୁଠି ଥିଲା। ଅତିରିକ୍ତ ଆଙ୍ଗୁଠି କାଢ଼ିବା ପାଇଁ ପରିବାର ସଦସ୍ୟ ତାଙ୍କୁ ହସ୍ପିଟାଲ ଆଣିଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କ ଜିଭରେ ଅପରେସନ୍ କରିଦେଇଛନ୍ତି।
May 16,2024, 18:48 PM IST
Swati Maliwal
ସ୍ୱାତୀ ମାଲିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ମାରପିଟ୍ ମାମଲାରେ କାର୍ଯ୍ୟାନୁଷ୍ଠାନ
Swati Maliwal: ବର୍ତ୍ତମାନ ଏକ ପୋଲିସ ଟିମ୍ ସ୍ୱାତୀ ମାଲିୱାଲଙ୍କ ଘରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ସ୍ୱତନ୍ତ୍ର ସେଲର ଅତିରିକ୍ତ ସିପି ସ୍ୱାତୀ ମାଲିୱାଲଙ୍କ ଘରେ ପହଞ୍ଚିଛି। ଏହି ମାମଲାକୁ ନେଇ ଦିଲ୍ଲୀରେ ଅନେକ ହଙ୍ଗାମା ହୋଇଛି।
May 16,2024, 14:54 PM IST
AC Temperature
ରାତିରେ ଶୋଇବା ସମୟରେ କେତେ ରଖିବା ଉଚିତ୍ AC ଟେମ୍ଫରେଚର୍?
Best AC Temperature for Sleeping: ଗରମ ପ୍ରବଳ ହେଉଛି। ଏଭଳି ପରିସ୍ଥିତିରେ ଲୋକମାନେ କୁଲର ଓ ଏସି ବିନା ବଞ୍ଚିବାକୁ ଅସମର୍ଥ ଅଟନ୍ତି। କିଛି ଲୋକ ରାତିସାରା ଏସି ଚଲାଇ ଶୋଇଥା’ନ୍ତି। ଯଦି ଆପଣ ରାତିସାରା ଏସିରେ ଶୋଇଥା’ନ୍ତି, ତେବେ କେଉଁ ଟେମ୍ଫରେଚରରେ ଏହାକୁ ରଖିବା ଉଚିତ୍ ତାହା ବିଷୟରେ ଆପଣ ମଧ୍ୟ ସଚେତନ ହେବା ଉଚିତ୍।
May 15,2024, 20:39 PM IST
କେଉଁ ବୋଲରଙ୍କୁ ଡରନ୍ତି ରୋହିତ ଶର୍ମା? ବ୍ୟାଟିଂ ପୂର୍ବରୁ ୧୦୦ ଥର ଦେଖିଥାନ୍ତି ଭିଡିଓ
Rohit Sharma: ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ ଡେଲ ଷ୍ଟେନଙ୍କୁ (Dale Steyn) ସାମ୍ନା କରିବା ତାଙ୍କୁ କଷ୍ଟକର ହେଉଥିଲା। ସେ ଖୁଲାସା କରିଛନ୍ତି ଯେ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ସେ ତାଙ୍କ ଭିଡିଓକୁ ୧୦୦ ଥର ଦେଖୁଥିଲେ।
May 15,2024, 18:29 PM IST
Naveen Pattnaik
ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା: VK Pandian
Health insurance for all Govt servants: Hon'ble President of Biju Janata Dala Shri. Naveen Pattnaik and leader Shri. VK Pandian confirms health insurance for all Govt servants. They will declare it just after the oath taking ceremony as CM on June 9.
May 15,2024, 15:26 PM IST
SBI FD
FD ଉପରେ ସୁଧ ହାର ବଢ଼ାଇଲା SBI, ଜାଣନ୍ତୁ ବର୍ତ୍ତମାନ କେତେ ପାଇବେ ଲାଭ?
SBI Hike Interest Rate on FD: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସ୍ଥିର ଜମା (ଏଫଡି) ଉପରେ ସୁଧ ହାର ବୃଦ୍ଧି କରିଛି। ବ୍ୟାଙ୍କ ବଲ୍କ ଏଫଡି ଉପରେ ସୁଧ ହାର ମଧ୍ୟ ବୃଦ୍ଧି କରିଛି। ଏହି ସୁଧ ହାର ଆଜି, ମଇ ୧୫ ରୁ ଲାଗୁ ହୋଇଛି।
May 15,2024, 15:01 PM IST
odisha election 2024
ଆମେ ଓଡି଼ଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛୁ: ଅମିତ ଶାହ
Amit Shah On Odisha Election 2024: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ହୋଇଥିବା ଭୋଟ୍ ପରେ ବିଜେପି ୧୯୦ ଲୋକସଭା ଆସନ ଜିତିଛି।
May 13,2024, 18:05 PM IST
ଟି-୨୦ କ୍ରିକେଟରୁ ଅବସର ନେବେ ରୋହିତ ଶର୍ମା!
Rohit Sharma retirement: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ନେଇପାରନ୍ତି। ଏହା ପଛର କାରଣ ହେଉଛି ବୋର୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛି।
May 13,2024, 17:35 PM IST
vitamin deficiency
କେଉଁ ଭିଟାମିନ୍ ଅଭାବରୁ ମାଂସପେଶୀ ଯନ୍ତ୍ରଣା ହୁଏ?
Which Vitamin Deficiency Causes Muscle Pain: ଆପଣଙ୍କର ଯଦି ମାଂସପେଶୀ ଯନ୍ତ୍ରଣା ହେଉଥାଏ, ତେବେ ଏହା କିଛି ଭିଟାମିନ୍ ଅଭାବରୁ ହୋଇପାରେ। ତେବେ ଜାଣନ୍ତୁ କେଉଁ ଭିଟାମିନର ଅଭାବ ମାଂସପେଶୀ ଯନ୍ତ୍ରଣା ଦିଏ?
May 12,2024, 21:17 PM IST
Arvind Kejriwal Guarantees
'ଚିନ୍ ଦଖଲ କରିଥିବା ଜମି ଫେରାଇ ଆଣିବୁ', କେଜ୍ରିୱାଲ ଦେଲେ ଏହି ୧୦ ଗ୍ୟାରେଣ୍ଟି
Arvind Kejriwal 10 Guarantees: କେଜ୍ରିୱାଲ କହିଛନ୍ତି, "ଆଜି ଆମେ ଲୋକସଭା ନିର୍ବାଚନ ପାଇଁ 'କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି' ଘୋଷଣା କରିବାକୁ ଯାଉଛୁ। ମୋର ଗିରଫ ଯୋଗୁଁ ଏହା ବିଳମ୍ବ ହୋଇଥିଲା କିନ୍ତୁ ତଥାପି ଅନେକ ପର୍ଯ୍ୟାୟ ନିର୍ବାଚନ ବାକି ଅଛି।"
May 12,2024, 15:41 PM IST
Naveen Patnaik
ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ: ନବୀନ ପଟ୍ଟନାୟକ
Naveen Patnaik's reply to the PM Modi: ମାନ୍ୟବର ନବୀନ ପଟ୍ଟନାୟକ କହିଛନ୍ତି, "ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି। ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ?
May 11,2024, 22:39 PM IST
'ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ଜାଣିଛନ୍ତି,' ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ
Naveen Patnaik on PM Modi: ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏହାର ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି।
May 11,2024, 22:38 PM IST
ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କଲେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 11th May 2024: ଆଜି (୧୧ ମେ') ପିଏମ୍ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 11,2024, 22:10 PM IST
PM Modi
'ବିନା ଦେଖି କୁହନ୍ତୁ ଓଡ଼ିଶାର ସମସ୍ତ ଜିଲ୍ଲାର ନାମ', ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କଲେ ପିଏମ
PM Modi Rally in Odisha: ଶନିବାର ଓଡି଼ଶାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଉପସ୍ଥିତ ଥିବା ଲୋକଙ୍କଠାରୁ ପାଞ୍ଚ ବର୍ଷ ସମୟ ମାଗିଥିଲେ।
May 11,2024, 21:15 PM IST
Afghanistan
ଆଫଗାନିସ୍ତାନରେ ଭୀଷଣ ବନ୍ୟା, ପ୍ରାଣ ହରାଇଲେଣି ୩୦୦ରୁ ଅଧିକ ଲୋକ
Floods in Afghanistan: ଆଫଗାନିସ୍ତାନରେ ହଠାତ୍ ବନ୍ୟା ଯୋଗୁଁ ୩୦୦ ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସୂଚନା ଦେଇଛି। ଦେଶର ଉତ୍ତର ଅଞ୍ଚଳ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।
May 11,2024, 19:37 PM IST
amit shah
BJP ଜିତିଲେ ଶାହା ହେବେ କି ପ୍ରଧାନମନ୍ତ୍ରୀ? କେଜ୍ରିୱାଲଙ୍କ ଦାବି ଉପରେ ଜାଣନ୍ତୁ କ'ଣ କହିଲେ ଶାହ
Amit Shah On Arvind Kejriwal: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, 'ମୁଁ ଅରବିନ୍ଦ କେଜ୍ରିୱାଲ ଆଣ୍ଡ କମ୍ପାନୀ ଏବଂ ଇଣ୍ଡିଆ ମେଣ୍ଟକୁ କହିବାକୁ ଚାହୁଁଛି ଯେ ବିଜେପିର ସମ୍ବିଧାନରେ ସେପରି କିଛି ନାହିଁ। ପିଏମ ମୋଦୀ ଏହି କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି।
May 11,2024, 17:30 PM IST
Rishabh Pant suspended
ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ ହେଲେ ଋଷଭ ପନ୍ତ, ଅଧିନାୟକଙ୍କ ସମେତ ସମଗ୍ର ଦଳ ଉପରେ ଲାଗିଲା...
Rishabh Pant suspended: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଋଷଭ ପନ୍ତଙ୍କ ସମେତ ସମଗ୍ର ଦଳ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି।
May 11,2024, 15:38 PM IST
Arvind Kejriwal
ମୋଦୀ ନିଜ ପାଇଁ ନୁହେଁ ଅମିତ ଶାହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି: ଅରବିନ୍ଦ କେଜ୍ରିୱାଲ
Arvind Kejriwal on PM Modi: ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ନିୟମକୁ ବିଜେପିରେ ଲାଗୁ କରିଛନ୍ତି ଯେ ୭୫ ବର୍ଷ ବୟସ ପରେ ନେତାମାନେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜେ ୭୫ ବର୍ଷ କରିବାକୁ ଯାଉଛନ୍ତି।
May 11,2024, 15:25 PM IST
Shubman Gill
ଗିଲ ସମେତ ପୂରା ଗୁଜୁରାଟ ଦଳ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ ଏହା ପଛର କାରଣ
IPL 2024 Shubman Gill Fined: ବିସିସିଆଇ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁବମନ ଗିଲଙ୍କ ସମେତ ଦଳର ସମସ୍ତ ଖେଳାଳି ଉପରେ ଜରିମାନା ଲଗାଇଛି। ଗିଲଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
May 11,2024, 14:50 PM IST
ଭୁବନେଶ୍ୱର ପିଏମ୍ ମୋଦୀ କଲେ ମଗା ରୋଡ୍ ସୋ', ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 10th May 2024: ଭୁବନେଶ୍ୱର ଆଜି ପିଏମ୍ ମୋଦୀ ରୋଡ୍ ସୋ' କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 10,2024, 21:50 PM IST
ଭାରତର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ଏହି ଭିଟାମିନ୍ ଅଭାବରେ ପୀଡିତ, ଜାଣନ୍ତୁ ଏହାର କାରଣ ଓ ପ୍ରତିରୋଧ
Vitamin Deficiency: ଭିଟାମିନ୍ ଡି ର ସବୁଠାରୁ ବଡ ଉତ୍ସ ହେଉଛି ସୂର୍ଯ୍ୟକିରଣ। ଏହା ବ୍ୟତୀତ ଜୀବନଶୈଳୀ ଖରାପ ଯୋଗୁଁ ଏହାର ଅଭାବ ମଧ୍ୟ ଆରମ୍ଭ ହୁଏ। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ଏହି ଭିଟାମିନ୍ ଅଭାବରେ ପୀଡିତ।
May 10,2024, 20:54 PM IST
rahul dravid
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବାକୁ ଚାହାଁନ୍ତି ନାହିଁ ରାହୁଲ ଦ୍ରାବିଡ, ଛାଡିବେ ପଦ
Team India New Coach: ବିସିସିଆଇ ଖୁବ ଶୀଘ୍ର ଭାରତୀୟ କ୍ରିକେଟ୍ ଦଳର ନୂଆ ହେଡ୍ କୋଚ୍ ପଦ ପାଇଁ ବିଜ୍ଞପ୍ତି ଜାରି କରିବାକୁ ଯାଉଛି। କିନ୍ତୁ ରାହୁଲ ଦ୍ରାବିଡ ଏଥିପାଇଁ ଆବେଦନ କରିବେ ନାହିଁ।
May 10,2024, 18:36 PM IST
S Jaishankars prediction
ଆମେରିକାର ପ୍ରଭାବ ହ୍ରାସ ପାଉଛି, ୨୦୩୦ ସୁଦ୍ଧା ବିଶ୍ୱରେ ଅନେକ ପରିବର୍ତ୍ତନ ହେବ: ଜୟଶଙ୍କର
S Jaishankars prediction: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ୱରେ ବଡ଼ ପରିବର୍ତ୍ତନ ଘଟିବ। ଆମେରିକାର ଅବସ୍ଥା ପୂର୍ବ ପରି ସମାନ ନୁହେଁ ଏବଂ ଏହାର ପ୍ରଭାବ ହ୍ରାସ ପାଉଛି। ୨୦୩୦ ସୁଦ୍ଧା ଅନେକ ପରିବର୍ତ୍ତନ ହେବ।
May 10,2024, 17:35 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.