June Grah Gochar 2024
June Grah Gochar 2024: ଜୁନରେ ଏକା ସାଙ୍ଗରେ ୩ ରାଜଯୋଗ, ଲାଭରେ ରହିବେ ତିନି ରାଶି, ଧନଧାନ୍ୟରେ
June Grah Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଜୁନ ୬ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ଶୁକ୍ର ଓ ମଙ୍ଗଳ ସେହି ରାଶିକୁ ଚଳନ କରିବେ। ଯାହା ଫଳରେ ମାଲାଭ୍ୟ ,ଶଶ ଓ ରୁଚକ ରାଜଯୋଗ ଗଠନ ହେବ । ଏହି ତିନୋଟି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ତିନି ରାଜଯୋଗ ଚାରି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...
May 19,2024, 12:52 PM IST
road accident
Road Accident: ୨ଟି କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ଛାତ୍ର ମୃତ
Road Accident: ବାଟର ଛକି ବସିଥିଲା ଯମ। ଅକାଳରେ ଚାଲିଗଲା ୪ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ୨ଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି।
May 19,2024, 9:40 AM IST
petrol diesel price today
Petrol Diesel Price Today: ଛୁଟି ଦିନରେ ମିଳିଲା ଖୁସି ଖବର, ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡି
Petrol Diesel Price Today: ଆଜି ସାରା ଦେଶରେ ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
May 19,2024, 8:59 AM IST
top 10 news today
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
May 19,2024, 8:41 AM IST
Venus Transit 2024
Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରଙ୍କ ଚଳନ, ୨୦୨୫ ପର୍ଯ୍ୟନ୍ତ ରହିବେ
Venus Transit: ଆଜି ସକାଳ ୮ଟା ୫୧ ମିନିଟ୍ ସମୟରେ ଶୁକ୍ର ବୃଷ ରାଶିକୁ ଚଳନ କରିବେ । ଶୁକ୍ରଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ତେବେ, ଆସନ୍ତୁ ଜାଣିବା ଶୁକ୍ର କେଉଁ ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି।
May 19,2024, 7:23 AM IST
Weekly Horoscope
Weekly Horoscope: ମେ ତୃତୀୟ ସପ୍ତାହରେ ଲାଭରେ ରହିବେ ଏହି ସବୁ ରାଶି, ମଜବୁତ ହେବ ଆର୍ଥିକ ଓ ବ୍ୟ
Weekly Horoscope 20 May to 26 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 18,2024, 12:24 PM IST
Gold price today
Gold Silver Price: ଆଜିର ସୁନା ଦର ଜାଣି ଉଡ଼ିଯିବ ହୋସ୍ ! ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପି
Gold Silver Price: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଆକାଶ ଛୁଆଁ ହେଉଛି ସୁନା ଦର । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
May 18,2024, 10:55 AM IST
Road Accident: ମଥୁରାରୁ ଫେରିବା ବେଳେ ଜଳିଗଲା ଟୁରିଷ୍ଟ ବସ, ଥିଲେ ୬୦ରୁ ଅଧିକ ପର୍ଯ୍ୟଟକ
Road Accident: ଏକ ଚଳନ୍ତା ବସ୍ ରେ ନିଆଁ ଲାଗିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି।
May 18,2024, 9:20 AM IST
Petrol Diesel Price Today: ଭୁବନେଶ୍ବରରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍ , ଜାଣନ୍ତୁ ଆଜିର
Petrol Diesel Price Today : ଦେଶରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ୍-ଡିଜେଲ୍ ଦର । ତେବେ, ଆଜି ମଧ୍ୟ ତୈଳ କମ୍ପାନୀ ଗୁ଼ଡିକ ତେଲ ଦର ରେଟ୍ ବୃଦ୍ଧି କରିଛନ୍ତି । ମେ ୧୮ ତାରିଖ ତଥା ଆଜି ସାରା ଦେଶରେ ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
May 18,2024, 8:34 AM IST
weather update
Weather Update: ଆଜି ବଦଳିବ ପାଗର ମିଜାଜ୍, ୭ ଜିଲ୍ଲାରେ ବିଜୁଳି, ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ସ୍ଥାନରେ ଆଜି ବର୍ଷା ସହ...
May 18,2024, 7:45 AM IST
trigrahi yog 2024
Trigrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ତିଗ୍ରାହୀ ଯୋଗ, ମିଳିବ ନୂଆ ଚାକିରି ସାଙ୍ଗ
Trigrahi Yog 2024ବୃଷ ରାଶିରେ ଦେବଗୁରୁ ବୃହସ୍ପତି ଓ ସୂର୍ଯ୍ୟଦେବ ବର୍ତ୍ତମାନ ବିରାଜମାନ ଥିବା ବେଳେ ଆସନ୍ତାକାଲି ସେହି ରାଶିକୁ ଶୁକ୍ର ସକାଳ ୮ଟା ୪୩ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି-ସୂର୍ଯ୍ୟ-ଶୁକ୍ରଙ୍କ ଚଳନ ତିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଆସନ୍ତୁ ଜାଣିବା ଏହି ତିଗ୍ରାହୀ ଯୋଗ କେଉଁ ରାଶି ପାଇଁ ବରଦାନ ପାଲଟିବ।....
May 18,2024, 7:04 AM IST
Today Horoscope
Today Horoscope: ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ
Horoscope Today 17 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୭ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 17,2024, 5:50 AM IST
Shash And Malavya Rajyog
୩୦ ବର୍ଷ ପରେ ଏକା ସାଙ୍ଗରେ ପଡି଼ଛି ୨ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!
Shash And Malavya Rajyog: ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ମେ ୧୯ ତାରିଖରେ ଦେବଗୁରୁ ବୃହସ୍ପତି ଓ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ତିନି-ଗ୍ରହଙ୍କ ମିଳିନ ଶଶ ଓ ମାଲାଭ୍ୟ ରାଜଯୋଗ ସୃଷ୍ଟି କରୁଛି । ଦିର୍ଘ ୩୦ ବର୍ଷ ପରେ ଏହି ଦୁଇ ରାଜଯୋଗ ଏକା ସାଙ୍ଗରେ ସୃଷ୍ଟି ହୋଇଥିବାରୁ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ମାଲେମାଲ୍ କରିବ।
May 16,2024, 20:06 PM IST
Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ , ଦୁର୍ଘଟଣାରେ ୧୪...
Bus Accident: ବାଟରେ ଛକି ବସିଥିଲା ଯମ । ଭୟଙ୍କର ଦୁର୍ଘଟଣା। ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଯାଜପୁର ସଦର ଥାନା ବରୁହାଁ କବୀରପୁର ଠାରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
May 16,2024, 17:35 PM IST
Gajlaxmi Rajyog 2024
Gajlaxmi Rajyog 2024: ଏହି ସବୁ ରାଶି ଭାଗ୍ୟ ବଦଳାଇବ ଗଜଲକ୍ଷ୍ମୀ ରାଜଯୋଗ, ମିଳିବ ଖୁସି ଖବର ସହ
Gajlaxmi Rajyog 2024: ଶୁକ୍ର ଆସନ୍ତା ୧୯ ତାରିଖରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି-ଶୁକ୍ରଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି କରୁଛି। ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବ।...
May 16,2024, 16:47 PM IST
Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କ
Horoscope Today 16 May2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୬ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 16,2024, 5:50 AM IST
Road Accident: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୬ ମୃତ, ଏକାଧିକ ଆହତ
Road Accident: ବାଟରେ ଛକି ବସିଥିଲା ଜମ। ଭୟଙ୍କର ଦୁର୍ଘଟଣାରେ ଲିଭିଗଲା ୬ ଜୀବନ ଦୀପ। ବସ୍- ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଳିଗଲା ବସ୍। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
May 15,2024, 12:06 PM IST
Gold Rate Today: ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କ
Gold Silver Price: ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ ହୋସ୍ ଉଡାଇଛି। ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।
May 15,2024, 10:52 AM IST
tirgrahi yog 2024
Tirgrahi Yog 2024: ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଲକ୍ଷପତି ହେବେ ଏହି ସବୁ ରାଶି!
Tirgrahi Yog 2024: ମେଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବିରାଜମାନ ଥିବା ବେଳେ ସେହି ରାଶିକୁ ଗତକାଲି (ମଙ୍ଗଳବାର) ସୂର୍ଯ୍ୟଦେବ ଚଳନ କରିଛନ୍ତି। ମେ ୧୯ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ସୂର୍ଯ୍ୟ-ଶୁକ୍ରଙ୍କ ମିଳନ ତ୍ରିଗ୍ରାହୀ ଯୋଗ ( Tirgrahi Yog 2024) ସୃଷ୍ଟି କରୁଛି। ଏହି ତ୍ରିଗ୍ରାହୀ ଯୋଗ କିଛି ରାଶିଙ୍କୁ ମାଲେମାଲ୍ କରିବ।
May 15,2024, 9:20 AM IST
Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ -ଡିଜେଲ, ଲିଟର ପିଛା ଦର ରହିଛି
Petrol Diesel Price Today: ମେ ୧୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
May 15,2024, 7:56 AM IST
Odisha Elections 2024
Odisha Elections 2024: କମ୍ପିବ ପ୍ରଚାର ମଇଦାନ, ଆଜି ଆସୁଛନ୍ତି ଅମିତ ଶାହ ଓ ଜେପି ନଡ୍ଡା
Odisha Elections 2024: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡି଼ଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ର ସୋରୋଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।
May 15,2024, 7:32 AM IST
Kendra Trikon Rajyog 2024
Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ, ମି
Kendra Trikon Rajyog: ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଜୁନ୍ ୬ ତାରିଖ ସକାଳ ୬ଟା ୩୬ ମିନିଟ୍ ସମୟରେ କନ୍ୟା ରାଶିରେ ଅସ୍ତ ହେବେ। ତେବେ, ଦେବଗୁରୁଙ୍କ ଏହି ଅସ୍ତ ଦିର୍ଘ ୫୦ ବର୍ଷ ପରେ ହେବାକୁ ଯାଇଛି। ଯାହା ଫଳରେ କେନ୍ଦ୍ର ତ୍ରିକୋନ୍ ରାଜଯୋଗ (kedra Trikon Rajyog) ସୃଷ୍ଟି ହେବ। ଏହି କେନ୍ଦ୍ର ତ୍ରିକୋନ୍ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଶୁଭଫଳ ପ୍ରଦାନ କରିବ।...
May 15,2024, 6:50 AM IST
Rajyog 2024
Rajyog 2024: ୫୦୦ ବର୍ଷ ପରେ ନବପଞ୍ଚମ ରାଜଯୋଗ, ଏହି ସବୁ ରାଶିଙ୍କର ବଢିବ ବ୍ୟାଙ୍କ ବାଲାନ୍ସ !
Rajyog 2024: କେତୁ ବର୍ତ୍ତମାନ ମକର ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୬ଟା ୨୦ ମିନିଟ୍ ସମୟରେ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ କେତୁ-ବୃହସ୍ପତିଙ୍କ ମିଳନ ନବପଞ୍ଚମ ରାଜଯୋଗ (Navpancham Rajyog 2024) ସୃଷ୍ଟି କରୁଛି। ଦିର୍ଘ ୫୦୦ ବର୍ଷ ପରେ ସୃଷ୍ଟି ହୋଇଥିବା ଏହି ନବପଞ୍ଚମ ରାଜଯୋଗ କିଛି ରାଶିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବାକୁ ଯାଉଛି।...
May 13,2024, 15:32 PM IST
Entertainment News
Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଭେଟେରାନ୍ ଅଭିନେତା
Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲା ଭେଟେରାନ୍ ଅଭିନେତାଙ୍କ ଜୀବନ। ଆଉ ନାହାଁନ୍ତି ...
May 13,2024, 12:25 PM IST
Road Accident: ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା କାର, ଘଟଣାସ୍ଥଳରେ...
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଭାରାସାମ୍ୟ ହରାଇ ଓଲଟିଲା କାର୍।
May 13,2024, 11:48 AM IST
odisha election 2024
Odisha Election 2024: 'ତୃଟିପୂର୍ଣ୍ଣ ୧୫୩ଟି ଇଭିଏମ ବଦଳାଯାଇଛି'
Odisha Election 2024: ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଛି ।
May 13,2024, 11:19 AM IST
rahu transit 2024
Rahu Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁଙ୍କ ଚଳନ, ମିଳିବ ପ୍ରବଳ ଧନ!
Rahu Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ କ୍ରୃର ଗ୍ରହ ବୋଲି ବିବେଚନା କରାଯାଏ। ରାହୁ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମେ ୧୮ ତାରିଖରେ ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ତେବେ, ରାହୁଙ୍କ ଏହି ଚଳଣ କିଛି ରାଶିଙ୍କ ଲାଗି ଅଶୁଭ ତ ଆଉ କିଛି ରାଶିଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ ।
May 13,2024, 10:29 AM IST
Today Horoscope: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ
Horoscope Today 13 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୩ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 13,2024, 5:50 AM IST
Road Accident: ବ୍ରେକ୍ ଫେଲ୍ ହେଲା କାର୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏବଂ ଏକାଧିକ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଗଲା କାର୍।
May 12,2024, 11:31 AM IST
Weekly Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆସନ୍ତା ସପ୍ତାହ, ଜାଣନ୍ତୁ ସାପ୍ତାହ
Weekly Horoscope 13 May to 19 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 12,2024, 10:47 AM IST
Petrol Diesel Price Today: ଛୁଟି ଦିନରେ ଗ୍ରାହକଙ୍କୁ ଝଟ୍କା, ଭୁବନେଶ୍ବରରେ ଲିଟର ପିଛା ତେଲ ଦ
Petrol Diesel Price Today: ମେ ୧୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।
May 12,2024, 8:50 AM IST
May 12,2024, 8:33 AM IST
budh guru yuti 2024
Budh Guru Yuti 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧ-ଗୁରୁ ୟୁତି, ମିଳିବ ନୂଆ ଚାକିରି ସା
Budh Guru Yuti 2024: ଗ୍ରହମାନଙ୍କର ରାଜକୁମାର ବୁଧ ଆଜି ସକାଳ ୧୦ଟା ୨୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ବୁଧ-ଦେବଗୁରୁ ବୃହସ୍ପତିଙ୍କ ମିଳନ ବୁଧ-ଗୁରୁ ୟୁତି ଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଏହି ୨ ଗ୍ରହଙ୍କ ମହା ମିଳନ କିଛି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି।
May 12,2024, 8:00 AM IST
Today Horoscope: ଏହି ରାଶିଙ୍କର ଆକସ୍ମିକ ଧନଲାଭ ସହ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ, ଜାଣନ୍ତୁ
Horoscope Today 12 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୨ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 12,2024, 6:17 AM IST
Today Horoscope: ବୃଷ ବିଛା ସହ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
Horoscope Today 10 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୦ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 10,2024, 5:50 AM IST
malavya rajyog 2024
Malavya Rajyog 2024: ମେ ୧୯ରେ ମାଲଭ୍ୟ ରାଜଯୋଗ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!
Malavya Rajyog 2024: ଶୁକ୍ର ମେ ୧୯ ତାରିଖ, ସକାଳ ୭ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଗୋଚର କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ଓ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର- ବୃହସ୍ପତି-ବୁଧଙ୍କ ଏହି ସଂଯୋଗ ମାଲଭ୍ୟ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ମାଲାଭ୍ୟ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରିବ।
May 9,2024, 17:34 PM IST
Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
May 9,2024, 15:50 PM IST
Guru Shukra Yuti 2024
Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦ
Guru Shukra Yuti 2024: ଶୁ୍କ୍ର ମେ ୧୯ ତାରିଖ ସକାଳ ୯.୦୫ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ୨ ଗ୍ରହ ମହା-ମିଳନ ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଏହି ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ କିଛି ରାଶିର ଆର୍ଥିକ ସ୍ଥିତି ସଜାଡିବା ସହ ଶୁଭଫଳ ପ୍ରଦାନ କରିବ।
May 9,2024, 13:19 PM IST
Today Horoscope: ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶି
Horoscope Today 9 May2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୯ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 9,2024, 5:50 AM IST
Shani Nakshatra Parivartan 2024
Shani Nakshatra Parivartan 2024: ୧୨ ମେ ରୁ ଏହି ରାଶିଙ୍କର ଆରମ୍ଭ ହେବ ଶୁଭ ଦିନ, ଶନିଙ୍କ କୃପ
Shani Nakshatra Parivartan 2024: ଶନି ମହାରଜ୍ ଚଳିତ ମାସ ୧୨ ତାରିଖରେ ସକାଳ ୮ଟା ୪୦ ମିନିଟ୍ ସମୟରେ ପୂର୍ବାଭାଦ୍ରପଦା ନକ୍ଷେତ୍ରକୁ ଚଳନ କରିବେ। ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ୩ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ।...
May 8,2024, 17:49 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.