Advertisement

One Rupee Clinic

alt
ତୃତୀୟ ବର୍ଷ ରେ ଏକ ଟଙ୍କିଆ କ୍ଲିନିକ। ଭୀମସାର ର ଆସିଷ୍ଟେଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କ ଦ୍ୱାରା ସ୍ଥାପିତ ଏକ ଟଙ୍କିଆ କ୍ଲିନିକ ତାର ତୃତୀୟ ବର୍ଷ ରେ ପଦାର୍ପଣ କରିଛି | ପ୍ରଥମ ରୁ ଏକ ଟଙ୍କା ରେ ରୋଗୀ ସେବା ସହ ଏହାର ଆରମ୍ଭ ହୋଇଥିଲା |ପରବର୍ତୀ ସମୟ ରେ ନିଜ ଗାଡି କୁ ଏକ ଟଙ୍କିଆ ଆମ୍ବୁଲାନ୍ସ ପରେ ଏକ ଟଙ୍କା ନେବୁଲାଇଜର ସହ ଏହା ଗତିଶୀଳ ହେଉଥିବା ବେଳେ ଏବେ ତୃତୀୟ ବର୍ଷ ରେ ପଦାର୍ପଣ କରିଛି ଏକ ଟଙ୍କିଆ କ୍ଲିନିକ | ଆଜି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏବେ ଏକ ଟଙ୍କିଆ ECG ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମ ଚନ୍ଦାନୀ | ଏବେ ତାଙ୍କର ବରଗଡ଼ ସମ୍ବଲପୁର ସହ ଅନେକ ସ୍ଥାନ ରେ ଏକ ଟଙ୍କିଆ କ୍ଲିନିକ ରହିଛି |ମୁଖ୍ୟ ଭାବରେ ଦେଖିବାକୁ ଗଲେ ଯେ ହେତୁ ସେ ବୁର୍ଲା ଭୀମସାର ରେ କାର୍ଯ୍ୟରତ
Feb 12,2024, 17:39 PM IST

Trending news